କେମିତି ଥିଲା ଘଞ୍ଚ ଜଙ୍ଗଲରେ ଫସି ଯିବାର ପୁରା କାହାଣୀ

କେମିତି ଥିଲା ଘଞ୍ଚ ଜଙ୍ଗଲରେ ଫସି ଯିବାର ପୁରା କାହାଣୀ ଏନେଇ ନିଜେ ଶୁଭନ ମହାପାତ୍ର କହିଛନ୍ତି କଣ ସବୁ ଦେଖିଥିଲେ ସେ ନିଜ ସାଙ୍ଗ ମାନଙ୍କ ସହ ଜଙ୍ଗଲ ରୁ ବାହାରିବାକୁ ଯେତେ ଚେଷ୍ଟା କରି ଯେଉଁ ବାଟେ ଯାଉଥିଲେ ବି ପୁଣି ପୂର୍ବ ମୂଳ ଜାଗାରେ ପହଂଚି ଯାଉଥିଲେ ପାଖରେ ଏକ ବଡ ଗୁମ୍ଫା ଥିଲା ବିରାଟ ସାପ ମଧ୍ଯ ଦେଖିଲୁ ଏକ ଧଳା ବସ୍ତ୍ର ପିନ୍ଧା କେହି ଜଣେ ସେଇବାଟେ ଦେଇ ଯାଉଥିବା ଅନୁଭବ ମଧ୍ଯ କଲୁ ବାରମ୍ବାର ପାହାଡ଼ ଚଡ଼ୁ ଥିଲେ ବି ତଳକୁ ଖସି ଯାଉଥିଲୁ ଯାଉନେଟୱାର୍କ ବାରମ୍ବାର ଅପଆଉଟ୍ ହେଉଥିଲା ଦୂର ଦୂର ଜାଏ ଚିତ୍କାର କଲେ ବି କେହି ଶୁଣିବାକୁ ନ ଥିଲେ ଆଖପାଖ ଲୋକଙ୍କ କହିବା କଥା ଏହା ଭୁଆସୁଣୀ ଖୋଲ ମା ଭୁଆସୁଣୀ ଙ୍କୁ ପ୍ରସାଦ ନ ଦେଲେ ସେଠାରୁ ଫେରିବା ମୁସ୍କିଲ୍ ଆମେ ଯାହା ଅନୁଭବ କଲୁ ଏତିକି କହିବି କେହିବି ସେଠାକୁ ଯିବା ଅନୁଚିତ୍

Leave a Reply

Your email address will not be published. Required fields are marked *