. ବି. ଆର. ଆମ୍ବେଦକର ଅନ୍ତର୍ଜାତୀୟ ପୁରସ୍କାର ପାଇଲେ ଭୀମ ଆର୍ମି ର କୁନାଲ ରାବଣ

ଡ଼. ବି. ଆର. ଆମ୍ବେଦକର ଅନ୍ତର୍ଜାତୀୟ ପୁରସ୍କାର ପାଇଲେ ଭୀମ ଆର୍ମି ର କୁନାଲ ରାବଣ ।

କଟକ ସ୍ଥିତ ଶତାବ୍ଦୀ ଭବନ ରେ world charity welfare foundation ତରଫରୁ ପୁରସ୍କାର ବିତରଣ । ଡାଇରେକ୍ଟର Amar kumar Bag ଙ୍କ ନେତୃତ୍ଵ ରେ ଆଜି ଶତାବ୍ଦୀ ଭବନ ରେ 500 ରୁ ଉର୍ଦ୍ଧ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ବ୍ୟକ୍ତି ବିଶେଷ ମାନଙ୍କୁ ଟ୍ରଫି,ମାନପତ୍ର, ଉପଢୌକନ ଓ medal ସହ ସମ୍ବର୍ଦ୍ଧିତ କରାଯାଇଛି। Dr. B. R. Ambedkar international award ଭୀମ ଆର୍ମି ଭାରତ ଏକତା ମିଶନ ର ପୂର୍ବ ଓଡ଼ିଶା ର ଜଣାଶୁଣା ଟାଣୁଆ ନେତା ଓ ଦଳିତ ଆଦିବାସୀ ଙ୍କ ଦରଦୀ ବନ୍ଧୁ ତଥା ଖୋର୍ଦ୍ଧା ଜିଲ୍ଲା ଅଧକ୍ଷ ସର୍ବେଶ୍ୱର ନାୟକ ଓରଫ୍ କୁନାଲ ରାବଣ ଙ୍କୁ ପୁରସ୍କୃତ କରା ଯାଇଥିଲା।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *